ବୋମା ବିସ୍ଫୋରଣରେ ବସ ଉଡାଇବା ଘଟଣା:୨ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଲିସ ଆଜି ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। କିଛି ମାସ ତଳେ ବାରାସୁର ଠାରୁ ନାରାୟଣପୁରକୁ ଯାଉଥିବା ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇ ଖଞ୍ଜି ଯବାନଙ୍କ ବସକୁ ଟାର୍ଗେଟ କରିଥିଲେ। ଯାହାଫଳରେ ଯବାନଙ୍କୁ ନେଇ ଯାଉଥିବା ବସ ବୋମା ବିସ୍ଫୋରଣରେ ଉଡିଯାଇଥିଲା। ଏଥିରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ଏହି ଅଞ୍ଚଳରେ ପୁଲିସ ଲଗାତାର ସର୍ଚ୍ଚ ଅପରେସନ … Continue reading ବୋମା ବିସ୍ଫୋରଣରେ ବସ ଉଡାଇବା ଘଟଣା:୨ ନକ୍ସଲ ଗିରଫ